ଆରମ୍ଭ ହେଲା ରାଜ୍ୟଗୋଷ୍ଠୀ କ୍ରୀଡା:ଇତିହାସ ଓ ସଂସ୍କୃତିର ସଙ୍ଗମ

ଗୋଲ୍ଡକୋଷ୍ଟ: ଅଷ୍ଟ୍ରେଲିଆର ପ୍ରାକୃତିକ ସୌନ୍ଦର୍ଯ୍ୟଭରା କୁଇନ୍ସଲ୍ୟାଣ୍ଡ ପ୍ରଦେଶର ଗୋଲ୍ଡକୋଷ୍ଟଠାରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଭାରମ୍ଭ ବୁଧବାର ଅପରାହ୍ନରେ ହୋଇଯାଇଛି। ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସ ଆଜି ଔପଚାରିକ ଭାବେ ଏହି ୭୧ ଦଳୀୟ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିଯୋଗିତାରେ ପାଖାପାଖି ୬,୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ଏଥିରେ ୨୭୫ ଖେଳବର୍ଗରେ ପ୍ରତିଦ୍ୱନ୍ଦିତା ହେବ। ପ୍ରତିଯୋଗିତାର ମୁଖ୍ୟ ପଡ଼ିଆ କରାରା ଷ୍ଟାଡିୟମରେ ଅନୁଷ୍ଠିତ ମନ୍ତ୍ରମୁଗ୍ଧକର ଉଦ୍‌ଘାଟନୀ ଉତ୍ସବରେ ସମସ୍ତ … Continue reading ଆରମ୍ଭ ହେଲା ରାଜ୍ୟଗୋଷ୍ଠୀ କ୍ରୀଡା:ଇତିହାସ ଓ ସଂସ୍କୃତିର ସଙ୍ଗମ